ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଗୁଜୁରାଟର ଅହମ୍ମଦାବାଦ ନିକଟରେ ଘଟିଥିବା ବିମାନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେ କହିଛନ୍ତି ଆଜିର ଏହି ଦୁର୍ଘଟଣା ସାରା ଦେଶ ବାସୀଙ୍କୁ ମର୍ମାହତ କରିବା ସହିତ ସ୍ତବ୍ଧ କରିଛି । ବ୍ୟକ୍ତିଗତ ଭାବେ ଏହି ଖବର ମୋତେ ଗଭୀର ମର୍ମାହତ ଓ ବ୍ୟଥିତ କରିଛି । ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏଭଳି ଦୁଃଖଦ ପରିସ୍ଥିତରେ ଭଗବାନ ସେମାନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ।
The post ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ appeared first on orissaleads.
News