ରଖେ ହରି ତ ମାରେ କିଏ, ମୃତ୍ୟୁ ମୁହଁରୁ ଖସି ଆସିଲେ ରମେଶ
ଓଡ଼ିଶା ଲିଡ୍ସ(ବ୍ୟୁରୋ) ଇଏ ସେହି ଭାଗ୍ୟବାନ ଯାତ୍ରୀ, ଯିଏ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ତାଙ୍କ ନାମ ରମେଶ ବିଶ୍ୱାସ କୁମାର। ତାଙ୍କ ସିଟ ନମ୍ୱର ୧୧-ଏ । ଦୁର୍ଘଟଣା ସମୟରେ ସିଟରେ ବସିଥିବା ରମେଶ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ସମୟରେ ବିମାନରୁ ଡେଇଁ ନିଜ ଜୀବନକୁ ବଞ୍ଚାଇ ଦେଇଛନ୍ତି ରମେଶ । ଯାହା ସମସ୍ତଙ୍କୁ ଚକିତ କରିଛି । ଯେଉଁ କଥା ଅଛି ରଖେ ହରି ତ, ମାରେ କିଏ ଆଜି ପୁଣି ତାହା ପ୍ରମାଣିତ ହୋଇଛି ରମେଶଙ୍କ କ୍ଷେତ୍ରରେ ।
The post ରଖେ ହରି ତ ମାରେ କିଏ, ମୃତ୍ୟୁ ମୁହଁରୁ ଖସି ଆସିଲେ ରମେଶ appeared first on orissaleads.
News