ବୈତରଣୀରେ ବଡ଼ ବନ୍ୟା ଆଶଙ୍କା, କୂଳ ଲଙ୍ଘିଛି ଶାଖା ନଦୀ ବୁଢ଼ା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବୈତରଣୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଦେଖା ଦେଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ହୋଇଛି । ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା ବେଳେ ଶାଖା ନଦୀ ବୁଢା ସକାଳ ଆଠଟା ସୁଦ୍ଧା କୂଳ ଲଙ୍ଘିଛି । ନଦୀ କୂଳିଆ ଲୋକମାନେ ବନ୍ୟାକୁ ନେଇ ସତର୍କ ହୋଇଛନ୍ତି ।

The post ବୈତରଣୀରେ ବଡ଼ ବନ୍ୟା ଆଶଙ୍କା, କୂଳ ଲଙ୍ଘିଛି ଶାଖା ନଦୀ ବୁଢ଼ା appeared first on orissaleads.

News