ଖବର ପ୍ରକାଶ ପରେ ଚେତିଲା ବିଭାଗ, ମରାମତି ହେଲା ରାସ୍ତା
ଓଡ଼ିଶା ଲିଡ୍ସ(ଯାଜପୁର): ଗତ ଦୁଇଦିନ ତଳେ ୨୦ ନମ୍ବର ଜାତୀୟ ରାଜପଥ ଯାଜପୁର ଟାଉନ ବଉଳ ମୂଳ ଠାରୁ ମାନସା ପୋଲ ରାସ୍ତାର ଶୋଚନୀୟ ଅବସ୍ଥା ବିଷୟରେ ଫଟୋ ସହିତ ଖବର ପ୍ରକାଶ କରିଥିଲା “ଓଡ଼ିଶା ଲିଡ୍ସ” । ଏହି ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତା ମରାମତି କରାଯାଇଛି । ଓଡ଼ିଶା ଲିଡ୍ସର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
The post ଖବର ପ୍ରକାଶ ପରେ ଚେତିଲା ବିଭାଗ, ମରାମତି ହେଲା ରାସ୍ତା appeared first on orissaleads.
News