ବନ୍ୟା ଆଶଙ୍କା, ବିଭିନ୍ନ ସ୍ଥାନରେ ବାଲି ବସ୍ତା ଦେଇ ପାଣି ଅଟକାଇବାକୁ ଉଦ୍ୟମ

ଓଡ଼ିଶା ଲିଡ୍ସ(ଯାଜପୁର): ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତାରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଉଭୟ ନଦୀରେ ବଡ଼ ବନ୍ୟା ଆଶଙ୍କା ଥିଲା ବେଳେ ବ୍ରାହ୍ମଣୀ କୂଳ ଛୁଇଁଛି । ବନ୍ୟା ଜଳ ଦ୍ରୁତ ବୃଦ୍ଧି ଘଟୁଥିଲା ବେଳେ କିଛି ସ୍ଥାନରେ ବନ୍ୟା ଜଳ କୂଳ ଲଙ୍ଘି ବିଭିନ୍ନ ସ୍ଥାନକୁ ମାଡି ଯିବାର ଆଶଙ୍କା ଦେଖାଦେଇଥିଲା ବେଳେ ବାଲି ବସ୍ତା ପକାଯାଇ ଏହାକୁ ରୋକିବାକୁ ଉଦ୍ୟମ ହେଉଛି ।

The post ବନ୍ୟା ଆଶଙ୍କା, ବିଭିନ୍ନ ସ୍ଥାନରେ ବାଲି ବସ୍ତା ଦେଇ ପାଣି ଅଟକାଇବାକୁ ଉଦ୍ୟମ appeared first on orissaleads.

News