ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଓଡ଼ିଶା ଲିଡ୍ସ(ଯାଜପୁର): ନିଜ ନିର୍ବାଚନ ମଣ୍ଡଳୀର ସୁନା ଝିଅକୁ ସମ୍ବର୍ଦ୍ଧିତ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ମର୍ଜିତାପୁର ଗ୍ରାମପଞ୍ଚାୟତ ସାଥୁଆପାଟଣାର ଦମୟନ୍ତୀ ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ (PG)ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଏହି ଖବର ପାଇ ଆଜି ତାଙ୍କ ବସଭବନକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ବିଧାୟକ ।

The post ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ appeared first on orissaleads.

News