ପେଟ ପୋଡି ଯାଉଥିଲା ବେଳେ ଅନ୍ଧାର ରାତିରେ ମିଳୁଛି ଦାଦାର ଚପଲ ପାହାର
ବାପା ମା ଛେଉଣ୍ଡ ପିଲାଟି ବୋଲି ତା ଉପରେ ଦାଦାର ଏଭଳି ବର୍ବର, ଅମାନବୀୟ ଆକ୍ରମଣ । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ପଞ୍ଚାୟତ ପାତ୍ର ସାହିର ଘଟଣା । ଦାଦା ଗୋପୀ ମହାରଣା ପିଲାଟିକୁ ଗଣ୍ଡେ ଖାଇବାକୁ ଦେଉଥିବ କି ନାହିଁ ସନ୍ଦେହ । ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ ।
The post ପେଟ ପୋଡି ଯାଉଥିଲା ବେଳେ ଅନ୍ଧାର ରାତିରେ ମିଳୁଛି ଦାଦାର ଚପଲ ପାହାର appeared first on orissaleads.
News