ଦେଓଘର ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ( ବ୍ୟୁରୋ): ଝାଡ଼ଖଣ୍ଡ ଦେଓଘର ଠାରେ କାଉଡ଼ିଆ ମାନଙ୍କୁ ନେଇ ଯାଉଥିବା ବସ ଧକ୍କାରେ ୧୮ ଜଣ ଶିବ ଭକ୍ତଙ୍କ ମୃତ୍ୟୁ ହେବା ଓ ଅନେକ ଆହତ ହେବା ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ କହିଛନ୍ତି ଏହି ଖବର ଅତ୍ୟନ୍ତ ବେଦନା ଦାୟକ । ଯାହା ମତେ ମର୍ମାହତ କରିଛି । ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

The post ଦେଓଘର ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ appeared first on orissaleads.

News