ମୃତ୍ୟୁ ଖବର ପାଇ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଡୁବୁରୀ ଗାଁର ବିଶ୍ୱଜିତ ପାତ୍ରଙ୍କ ବାପା ବିଜୟ କୁମାର ପାତ୍ରଙ୍କ ଦେହାନ୍ତ ହୋଇ ଯାଇଛି । ଏହି ଖବର ପାଇ ବିଶ୍ଵଜିତଙ୍କ ପରିବାର ନିକଟରେ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ମୃତ ବିଜୟ ପାତ୍ରଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି ।

The post ମୃତ୍ୟୁ ଖବର ପାଇ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ appeared first on orissaleads.

News