ପିନ୍ଧାଲୁଗାରେ ଜଗନ୍ନାଥଙ୍କ ଫଟୋ, ସେବାୟତଙ୍କ ତୀବ୍ର ବିରୋଧ

ଓଡ଼ିଶା ଲିଡ୍ସ(ବ୍ୟୁରୋ): କୋଟି କୋଟି ଭକ୍ତଙ୍କ ଭାବର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଥିବା ଏକ ବସ୍ତ୍ର ପିନ୍ଧି ଜଣେ ଭକ୍ତ ମନ୍ଦିରକୁ ପ୍ରବେଶ କରୁଥିଲା ବେଳେ ଏହାକୁ ତୀବ୍ର ବିରୋଧ କରି ତାଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦେଇ ନାହାନ୍ତି ସେବାୟତ । ଏହି ଘଟଣା ଆଜି ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ବେଳେ ଏହା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି ।

The post ପିନ୍ଧାଲୁଗାରେ ଜଗନ୍ନାଥଙ୍କ ଫଟୋ, ସେବାୟତଙ୍କ ତୀବ୍ର ବିରୋଧ appeared first on orissaleads.

News