ସ୍ନେହାଙ୍ଗିନୀଙ୍କୁ ଶୁଭେଚ୍ଛା ଜଣାଇଲେ ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଦଳ ସଭାପତି ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିବା ପରେ ଶ୍ରୀମତୀ ଛୁରିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ ତାଙ୍କ ପ୍ରାର୍ଥୀତ୍ବକୁ ନେଇ ଶୁଭେଚ୍ଛା ଜଣାଇବା ସହିତ ଆଗାମି ଉପ ନିର୍ବାଚନରେ ଶ୍ରୀମତୀ ଛୁରିଆଙ୍କ ବିଜୟ କାମନା କରୁଛନ୍ତି ।

The post ସ୍ନେହାଙ୍ଗିନୀଙ୍କୁ ଶୁଭେଚ୍ଛା ଜଣାଇଲେ ଇଂ ପ୍ରୀତିରଞ୍ଜନ ଘଡାଇ appeared first on orissaleads.

News