ହାତିବାରୀ ପଞ୍ଚୟତ ସଂଗଠନ ମଜବୁତ କରିବାକୁ ଆଲୋଚନା

ଓଡ଼ିଶା ଲିଡ୍ସ(ଯାଜପୁର):ହାତିବାରୀ ପଞ୍ଚାୟତରେ ବିଜୁ ଜନତା ଦଳର ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗଦେଇ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ଯୁବ ନେତା ଦେବୀ ପ୍ରସାଦ ମହାନ୍ତି, ବିଦ୍ୟାଧର ମଲ୍ଲିକ, ଖିରୋଦ କୁମାର ମଲ୍ଲିକ, ଗୋପୀନାଥ ମଲ୍ଲିକ, କାଳନ୍ଦୀ ଦାସ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ରହି ସୁକିନ୍ଦାର ସ୍ୱାଭିମାନ ଓ ସମ୍ମାନ ରକ୍ଷା ପାଇଁ ଆମେ ପ୍ରତିଶୃତି ବଦ୍ଧ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

The post ହାତିବାରୀ ପଞ୍ଚୟତ ସଂଗଠନ ମଜବୁତ କରିବାକୁ ଆଲୋଚନା appeared first on orissaleads.

News