ଓଡ଼ିଶା ବନ୍ଦର ପ୍ରଭାବ, ଶୁନସାନ ବ୍ୟସ୍ତ ବହୁଳ ୨୦ ନମ୍ବର ଜାତୀୟ ରାଜପଥ

ଓଡ଼ିଶା ଲିଡ୍ସ( ଯାଜପୁର): ଯାଜପୁର ଜିଲ୍ଲାରେ ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ୨୦ ନମ୍ବର ଜାତୀୟ ରାଜପଥ ବରୁଆଁ- ଯାଜପୁର ରାସ୍ତା ଆଜି ଶୁନସାନ ହୋଇ ପଡିଛି । ଦୈନିକ ହଜାର ହଜାର ସଂଖ୍ୟାର ଗାଡି ଗତାଗତ କରୁଥିବା ଏହି ରାସ୍ତାରେ ଆଜି ହାତ ଗଣତି କିଛି ଗାଡି ଗତାଗତ କରୁଥିବା ଦେଖିବାକୁ ମିଳିଛି । ବସ ଟ୍ରକ ସହିତ ଅନ୍ୟ ଚାରି ଚକିଆ ଗାଡି ସମ୍ପୂର୍ଣ୍ଣ ବନ୍ଦ ଥିଲା ବେଳେ ବାଇକ ସଂଖ୍ୟା ମଧ୍ୟ କମିଥିବା ଦେଖିବାକୁ ମିଳିଛି ।

The post ଓଡ଼ିଶା ବନ୍ଦର ପ୍ରଭାବ, ଶୁନସାନ ବ୍ୟସ୍ତ ବହୁଳ ୨୦ ନମ୍ବର ଜାତୀୟ ରାଜପଥ appeared first on orissaleads.

News