ନଦୀ ପଠାରେ ପଡିଛି ବାଇକ
ଓଡ଼ିଶା ଲିଡ୍ସ(ଯାଜପୁର): ବରୀ କାଇପଡା ଗୋଲାହାଟ ନିକଟ ନଦୀ ପଠାରେ ଅଜଣା ଗାଡ଼ି ପଡିଥିବା ଦେଖିବାକୁ ମିଳିଛି । ଏହା ଏହି ସ୍ଥାନରେ କିଭଳି ପଡିଲା ତାହା ଚର୍ଚ୍ଚାର ବିଷୟ ହୋଇଛି । ଏହି ଗାଡିଟି କାହାର ଓ ଏଠାକୁ କିଭଳି ଆସିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଏ ନେଇ ତଦନ୍ତ କଲେ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।
The post ନଦୀ ପଠାରେ ପଡିଛି ବାଇକ appeared first on orissaleads.
News