ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି କେଦାରନାଥଙ୍କ ମନ୍ଦିର ଖୋଲିଛି । ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଥିଲା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପବର୍ଷା କରାଯାଇଥିଲା ।
The post ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର appeared first on orissaleads.
News