କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା
ଓଡ଼ିଶା ଲିଡ୍ସ(ବ୍ୟୁରୋ):୧୯୭୧ ମସିହା ପରେ ଭାରତ ପାକିସ୍ତାନର ବାଣିଜ୍ୟିକ ବନ୍ଦର କରାଚି ବନ୍ଦର ଉପରେ ଆକ୍ରମଣ କରିଛି । କେବଳ ସେତିକି ନୁହେଁ ବଲୁଚ ବିଦ୍ରୋହୀ ମଧ୍ୟ ପାକିସ୍ତାନ ଉପରେ ହମଲା ଆରମ୍ଭ କରିଛି । ପାକିସ୍ତାନର ଗ୍ୟାସ ଫିଲଡ଼ ଉପରେ ଆକ୍ରମଣ ଜାରି ରଖିଛନ୍ତି ବଲୁଚ ବିଦ୍ରୋହୀ । ଆରବ ସାଗରରେ ଆଇଏନଏସ ବିକ୍ରାନ୍ତ ଏହି ଛାତିଥରା ଆକ୍ରମଣ କରିଛି । ଭାରତୀୟ ନୌସେନାର ଏହି ଆକ୍ରମଣରେ ଥରି ଉଠିଛି ପାକିସ୍ତାନ । ତିନି ସେନା ପକ୍ଷରୁ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ ହେଉଛି ।
The post କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା appeared first on orissaleads.
News