ରାଜ୍ୟର ସମସ୍ତ ଆଇପିଏସ, ଆରଡିସିଙ୍କ ଛୁଟି ବାତିଲ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଛୁଟି ବାତିଲ ପରେ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆଇପିଏସ ଓ ଆରଡିସିଙ୍କ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା ସମସ୍ତ ଅଧିକାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । ଟ୍ରେନିଂରେ ଥିଲେ ମଧ୍ୟ ମୁଖ୍ୟାଳୟରେ ପହଞ୍ଚିବା କୁ ନିର୍ଦ୍ଦେଶ ଜାରି ହୋଇଛି । ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ନେଇ ସରକାର ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ ।

The post ରାଜ୍ୟର ସମସ୍ତ ଆଇପିଏସ, ଆରଡିସିଙ୍କ ଛୁଟି ବାତିଲ appeared first on orissaleads.

News